ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୧୧ ଅଟକ

ସୋର : ଭଦ୍ରକରୁ କୋଲକାତା ଯାଉଥିବା ୮ଟି ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ ହୋଇଛି। ଶ୍ରୀଜଙ୍ଗ ଗାଁ ପାଖରୁ ୮ଟି ପିକ୍ଅପ୍ ରୁ ୭୭ ଗୋରୁଙ୍କୁ ଖନ୍ତାପଡ଼ା ପୁଲିସ ଉଦ୍ଧାର କରିଥିବା ଜଣାପଡିଛି। ଏନେଇ ପୁଲିସ ୧୧ ଜଣଙ୍କୁ ଅଟକ ରଖିଥିବାବେଳେ ୨ ଜଣ ଫେରାର ରହିଛନ୍ତି।

Comments are closed.