ବଜ୍ରାଘାତରେ ସ୍ତ୍ରୀ ମୃତ-ସ୍ବାମୀ ଗୁରୁତର

0

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ ଭି – ୬୬ ଗ୍ରାମରେ ବୁଧବାର ସନ୍ଧ୍ୟାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ନ୍ରେତି। ଏହି ବଜ୍ରାଘାତରେ ସ୍ତ୍ରୀ ରଞ୍ଜିତା ପୋଦାରର ମୃତ୍ୟୁ ଘଟିଥିବା ବେଳେ  ସ୍ଵାମୀ ନିତାଇ ପୋଦାରଙ୍କୁ ଗୁରୁତ ଅବସ୍ଥାରେ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply