ଲଗାଣ ବର୍ଷାରେ କାନ୍ଥ ପଡ଼ି ୧୦ ମାସର ଶିଶୁ ମୃତ

ଗଞ୍ଜାମ: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ବଜ୍ରଗୁମ୍ମା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏକ ୧୦ ମାସର ଶିଶୁର ମୃତ୍ୟୁ ଘଟିଛି। କାନ୍ଥ ତଳେ ଚାପି ହୋଇ ପରିବାରର ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Comments are closed.