୧୦ବାଇକ ଲୁଟେରା ଗିରଫ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ବିଭିନ୍ନ ଅଞ୍ଚଳରୁ ଶୁକ୍ରବାର ୧୦ଜଣ କୁଖ୍ୟାତ ବାଇକ ଲୁଟେରା ଗିରଫ ହୋଇଥିବା ଜଣାପଡିଛି। ଏହାସହ ନୂଆପଡା ଓ ବଲାଙ୍ଗୀର ଅଞ୍ଚଳରୁ ଚୋରି ହୋଇଥିବା ୨୫ଟି ବାଇକ୍ ପୁଲିସ ଜବତ କରିଛି।

Comments are closed.