ଶିଶୁ ବିକ୍ରି ରାକେଟ୍‍ର ୧୦ ସଦସ୍ୟ ଗିରଫ

0

ନୂଆଦିଲ୍ଲୀ : ଦିଲ୍ଲୀରେ ଶିଶୁ ବିକ୍ରି ରାକେଟର ୧୦ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିବା ସହିତ ୫ଟି ଶିଶୁଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଅଭିଯୋଗଫର୍ଦ ଦାଖଲ କରିଛି। ଘଟଣାରୁ ଜଣାଯାଇଛି ଯେ ରାକେଟର ସଦସ୍ୟମାନେ ଗୋଟିଏ ଶିଶୁରୁ ୪ରୁ ୫ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ। ପୁଲିସ ଏହି ରାକେଟକୁ ଏକ ନାଟକୀୟ ଢଙ୍ଗରେ ଠାବ କରିଥିଲା। ଜଣେ ମହିଳା ସବ୍‍ ଇନ୍ସପେକ୍ଟର ଓ ଜଣେ ହେଡ୍‍ କନଷ୍ଟେବଳ ନିଜକୁ ନିଃସନ୍ତାନ ଦମ୍ପତିର ପରିଚୟ ଦେଇ ରାକେଟକୁ ଠାବ କରିଥିଲେ।

Leave A Reply