କଟକକୁ ଚିନ୍ତା, ନାଇଜେରିଆ ଫେରନ୍ତା

କଟକ: ଦୁଇ ବିଦେଶ ଫେରନ୍ତାକୁ ନେଇ ଚିନ୍ତାରେ କଟକ ଜିଲ୍ଲା ପ୍ରଶାସନ । ଦୁଇ ବିଦେଶ ଫେରନ୍ତା ନାଇଜେରିଆରୁ ଆସିଥିବା ବେଳେ ସେମାନଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଇଛି ଜିଲ୍ଲା ପ୍ରଶାସନ । ତେବେ ଦୁଇ କରୋନା ଆକ୍ରାନ୍ତ ଓମିିକ୍ରନ୍‍ କି ନୁହେଁ ଜଣାପଡ଼ି ନାହିଁ । ଦୁଇ ଜଣଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି ।

Comments are closed.