ରାଉରକେଲାରେ ଏନକାଉଣ୍ଟର ; ଅପରାଧୀ ଠାରୁ ଏକେ -୪୭ ରାଇଫଲ୍‍ ଜବତ

ରାଉରକେଲା : ରାଉରକେଲାର ଚାନ୍ଦିପୋଷ ଥାନା ଅଞ୍ଚଳରେ ଆଜି ଏକ ବଡ ଧରଣର ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ତାକୁ ଉଦ୍ଧାର କରାଯାଇ ଆରଜିଏଚରେ ଭର୍ତ୍ତି କରାଯାଇଛି। ସେହି ଅପରାଧୀ ଠାରୁ ଗୋଟିଏ ଏକେ -୪୭ ରାଇଫଲ୍‍ ଜବତ କରାଯାଇଛି। ଏହାସହ ଆଉ ୨ ଜଣ ଅପରାଧୀଙ୍କୁ ରାଉକେଲା ପୁଲିସ ଅଟକ ରଖି ତଦନ୍ତ କରୁଛି।

Comments are closed.