ୱିକିଲିକ୍ସ୍‍ ତଥ୍ୟ ଅନୁଯାୟୀ ୨୦୦୬ବିଲ୍‍ ଦ୍ୱାରା କଂଗ୍ରେସ କରିଥିଲା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସହଯୋଗ

0

ନୂଆଦିଲ୍ଲୀ: ଏନଆରସି(ନ୍ୟାସନାଲ ରେଜିଷ୍ଟାର ଆଫ ସିଟିଜେନ୍‍) ଦ୍ୱାରା ଜାରି ଦ୍ୱିତୀୟ ତାଲିକାରେ କେବଳ ଆସାମରେ ୨କୋଟି ୮୯ଲକ୍ଷ ୮୩ହଜାର ୬୭୭ଜଣଙ୍କୁ ଅନୁପ୍ରବେଶକାରୀଭାବେ ଚିହ୍ନଟ କରାଯାଇ ଥିଲା। ତେବେ ତତ୍କାଳୀନ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମୁସଲିମ ଭୋଟକୁ ନିଜ ପକ୍ଷରେ ଆଣିବାକୁ ଆଇନରେ ପରିବର୍ତ୍ତନ ଆଣି ଉପରୋକ୍ତ ଅନୁପ୍ରବେଶକାରୀଙ୍କୁ ନାଗରିକର ମାନ୍ୟତା ପ୍ରଦାନ କରିଥିଲେ। ୨୦୦୬ରେ ଯେଉଁ ଆଇନ କାର୍ଯ୍ୟକାରୀ କରାଗଲା ସେଥିରେ ଆସାମରେ ରହୁଥିବା ବିଦେଶୀଙ୍କୁ ଚିହ୍ନଟ କରିବା ଦାୟିତ୍ୱ ପ୍ରଶାସନକୁ ପ୍ରଦାନ କରାଯାଇ ଥିଲା। ତେବେ ସେ ସମୟରେ ମୁସଲିମ ଭୋଟ ହରାଇବା ଆଶଙ୍କାରେ ବାଂଲାଦେଶୀଙ୍କୁ ନାଗରିକର ମାନ୍ୟତା ପ୍ରଦାନ କରାଇବାକୁ ଦଳର ରଣନୀତି ଅନ୍ତର୍ଗତ ଥିଲା ବୋଲି ୱିକିଲିକ୍ସ ଦାବି କରିଛି।

Leave A Reply