୬ବର୍ଷ ପୂର୍ବେ ହଜିଥିବା ମେଣ୍ଢା ଶରୀରରୁ ୬୦ପାଉଣ୍ଡ ଉଲ୍‍

0

ନୂଆଦିଲ୍ଲୀ: ନ୍ୟୁଜଲ୍ୟାଣ୍ଡରେ ୬ବର୍ଷ ପୂର୍ବେ ହଜି ଯାଇଥିବା ଏକ ମେଣ୍ଢାକୁ ଉଦ୍ଧାର ହେବା ପରେ ତା’ ଶରୀରକୁ ୬୦ପାଉଣ୍ଡ ଉଲ ମିଳିଛି।ମେରିନୋ ପ୍ରଜାତିର ଏହି ମେଣ୍ଢା ଚରୁଥିବାବେଳେ ହଜି ଯାଇଥିଲା। ଚରୁଥିବାବେଳେ ଏକ ଗୁମ୍ଫାରେ ମେଣ୍ଢାଟି ହଜି ଯାଇଥିଲା। ୬ବର୍ଷ ପରେ ଉକ୍ତ ଗୁମ୍ଫାରୁ ମେଣ୍ଡାକୁ ଉଦ୍ଧାର କରାଯିବା ପରେ ତା’ ଶରୀରରୁ ମିଳିଥିବା ଉଲରେ ୨୦ଟି ଶୀତବସ୍ତ୍ର ନିର୍ମାଣ କରାଯାଇ ପାରିଛି। ଏହି ମେଣ୍ଢାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି।

Leave A Reply