୫ଟି ସଚିବଙ୍କ ମାଲକାନଗିରିରେ ନବ ନିର୍ମିତ କୋବିଦ – ୧୯ ହସ୍ପିଟାଲ ପରିଦର୍ଶନ

ମାଲକାନଗିରି : ମାଲକାନଗିରି ଜିଲାରେ ୫ଟି ସଚିବ ଭି. କୀର୍ତ୍ତିକନ ପଣ୍ଡିୟାନ ଗୁରୁବାର ନବ ନିର୍ମିତ କୋବିଦ – ୧୯ ହସ୍ପିଟାଲ ପରିଦର୍ଶନ କରିଥିଲେ । କୋବିଦ ମେଡିକାଲର ଭିତିଭୂମିର ସମୀକ୍ଷା କରିବା ସହ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜିଲାରେ କିଭଳି ପଦକ୍ଷପ ନିଆଯାଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉନୟନ ସଚିବ ସୁରେଶ ମହାପାତ୍ର ମଧ୍ୟ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।

Comments are closed.