ହୀରାକୁଦରେ ବନ୍ଦ ହେଲା ସମସ୍ତ ସ୍ଲୁଇସ ଗେଟ୍‍

0

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ରବିବାର ସନ୍ଧ୍ୟା ୬ଟାରେ ସମସ୍ତ ସ୍ଲୁଇସ ଗେଟ୍‍ ବନ୍ଦ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳପତନ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୦.୨୭ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨୮ ହଜାର ୯୩୨ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ  ୧୫ ହଜାର ୯୯୯ ଘନ ଫୁଟ୍ ସେକେଣ୍ଡ ପ୍ରତି ଜଳ ନିଷ୍କାସିତ ହେଉଛି।

Leave A Reply