ପ୍ରକାଶ ପାଇଲା ସିଭିଲ୍ ସର୍ଭିସ ମୁଖ୍ୟ ପରୀକ୍ଷା ଫଳ

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପରିଚାଳିତ ସିଭିଲ୍ ସର୍ଭିସ ମୁଖ୍ୟ ପରୀକ୍ଷା ୨୦୧୮ ଫଳ ଗୁରୁବାର ପ୍ରକାଶ ପାଇଛି। ଆଇଏଏସ୍, ଆଇଏଫଏସ୍, ଆଇପିଏସ୍ ଓ ଅନ୍ୟାନ୍ୟ ଗ୍ରୁପ୍-ଏ ଏବଂ ବି କେନ୍ଦ୍ର ସରକାରୀ ସେବା ପାଇଁ ସିଭିଲ ସର୍ଭିସ ମୁଖ୍ୟ ପରୀକ୍ଷା ଫଳ ସେପ୍ଟେମ୍ବର-ଅକ୍ଟୋବରରେ ହୋଇଥିଲା। ଲିଖିତ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କୁ ମୌଖିକ ପରୀକ୍ଷା ଲାଗି ଡକାଯିବ। ଫେବୃଆରୀ ୪, ୨୦୧୯ ଠାରୁ ମୌଖିକ ପରୀକ୍ଷା ଆରମ୍ଭ ହେବ।

Leave A Reply