ଶାବରୀମାଳା ମନ୍ଦିରରେ ପ୍ରବେଶ ମାମଲା: ମହିଳାଙ୍କ ପାଇଁ ସପ୍ତାହକୁ ଦୁଇଦିନ ସଂରକ୍ଷିତ ରଖିବେ ସରକାର

0

କୋଚି : ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ରାୟ ପାଳନ ପରିପ୍ରେକ୍ଷୀରେ କେରଳ ସରକାର ଶୁକ୍ରବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସପ୍ତାହକୁ ଦୁଇ ଦିନ କେବଳ ମହିଳାଙ୍କ ପ୍ରବେଶ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ସୁରକ୍ଷିତ ଭାବେ ସବୁ ବର୍ଗର ମହିଳାମାନେ ଯେମିତି ଭଗବାନ ଆୟାପ୍ପାଙ୍କ ଦର୍ଶନ କରିପାରିବେ ତାହାର ବ୍ୟବସ୍ଥା କରିବା ପାଇଁ ସରାର ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ଭକ୍ତମାନେ ପୂର୍ବରୁ ଅନ୍ୟୂନ ତିନି ଦିନ ସେମାନଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ।

Leave A Reply