ମାଟି କାନ୍ଥ ପଡି ଯୁବକ ମୃତ

0

ଭଦ୍ରକ: ବାସୁଦେବପୁର ଥାନା ଅନ୍ତର୍ଗତ ବାଗଦା ବିନାୟକପୁର ଗ୍ରାମରେ ମାଟି କାନ୍ଥ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଅରବିନ୍ଦ ବେହେରା(୨୬)। ବର୍ଷାରେ ମାଟି କାନ୍ଥ ଦୁର୍ବଳ ହୋଇଯାଇଥିଲା। ରାତିରେ ଅରବିନ୍ଦ ଶୋଇଥିବା ବେଳେ ତାଙ୍କ ଉପରେ ମାଟି କାନ୍ଥ ପଡିଯାଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply