ମହୁ ମାଛି ଆକ୍ରମଣରେ ୯ଆହତ, ୨ଗୁରୁତର

0

ଘସିପୁରା: ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତର ଭାଲୁକା ଗ୍ରାମ ଓ କଇଁସାରୀ ଗ୍ରାମର ମହୁମାଛି ଆକ୍ରମଣରେ ୯ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତେବେ ପ୍ରେମାନନ୍ଦ ନାଥ ଓ ପୂର୍ଣ୍ଣ ଚନ୍ଦ୍ର ଜେନା ଗୁରୁତର ହୋଇଥିବାବେଳେ ମାମିନା ସାହୁ,ସୁଶାନ୍ତ ଜେନା,ବ୍ରଜକିଶୋର ରାଉତ,ଦୁର୍ଗାଚରଣ ନାଥ,ବିଶ୍ୱମ୍ବର ରାଉତ,ମାଗୁଣି ଚରଣ ସ୍ୱାଇଁ,ଅତୁଲ ଦାସ ଚିକିତ୍ସିତ ହୋଇଥିବା ଜଣାପଡିଛି।

Leave A Reply