ବେଆଇନ କରତକଳରେ ଚଢଉ

0

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ବାଳଙ୍ଗ ଗ୍ରାମ ଓ ବାହାନଗା ବ୍ଲକ ପଣ୍ଡାଶୁଣି ପଂଚାୟତ ବାରିଙ୍ଗିଆ ଗ୍ରାମରେ ଚୋରା କରତକଳ  ଉପରେ ବନ ବିଭାଗ ଦ୍ୱାରା ଚଢଉ କରାଯାଇଛି । ବାଲେଶ୍ୱର ଡିଏଫଓଙ୍କ ନିଦ୍ଦେର୍ଶ କ୍ରମେ ଜଙ୍ଗଲ ବିଭାଗ କର୍ମଚାରୀମାନେ ଚଢଉ କରିଥିଲେ । ଚଢଉ ବେଳେ ଲଖାଧିକ ଟଙ୍କାର କାଠ ଓ କରତକଳରେ ବ୍ୟବହାର ହେଉଥିବା ଯନ୍ତ୍ରପାତି ଜବତ ହୋଇଛି ।

Leave A Reply