ବାଇକ୍-ସ୍କୁଟି ଧକ୍କା: ଜଣେ ମୃତ, ୪ ଆହତ

0

କନ୍ଧମାଳ: ଟିକାବାଲି ବ୍ଲକ ଅନ୍ତର୍ଗତ ଆରାବାକା ନିକଟ କେନ୍ଦୁଗୁଦାରୀ ଛକରେ ସଡକ ଦୁର୍ଘଟଣା ଘଟିଛି। ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଜଣଙ୍କ ମୃତ୍ୟୁ ଘଟିଥିବା​‌ବେଳେ ୪ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave A Reply