ବଜ୍ରାଘାତରେ ମହିଳା ମୃତ

0

ଯାଜପୁର: କୋରାଇ ବ୍ଲକ ଧନତ୍ରୀ ପଞ୍ଚାୟତରେ ଜଣେ ମହିଳାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ସେ ହେଲେ ମାନଗୋବିନ୍ଦ ସାହୁଙ୍କ ସ୍ତ୍ରୀ ସୁକାନ୍ତି। ସେ ଗାଈ ଗୁହାଳରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଏଥିରେ ସୁକାନ୍ତି ଗୁରୁତର ହେବା ସହ ଗୋଟିଏ ଗାଈର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ସୁକାନ୍ତିଙ୍କୁ ତୁରନ୍ତ ଯାଜପୁର ମୁଖ୍ୟ ଡାକ୍ତର ଖାନାକୁ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply