ପଡ଼ିଆ ରେ କାନ୍ଦିଲେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ଖେଳାଳି

0

ଭୁବନେଶ୍ୱର: ପରାଜୟରେ ମିୟମ୍ରାଣ ଆର୍ଜେଣ୍ଟିନା ଓ ଫ୍ରାନ୍ସ ଖେଳାଳିମାନେ ଖେଳ ପରେ ପଡ଼ିଆ ମଝିରେ ବସି କାନ୍ଦିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଆର୍ଜେଣ୍ଟିନା ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଇଂଲଣ୍ଡ ନିକଟରୁ ପରାଜୟ ପରେ ଦଳର ଖେଳାଳି ଜୁଆନ ଲୋପେଜ୍‍ ପଡ଼ିଆ ମଝିରେ ବସି କାନ୍ଦି ଥିଲେ। ସେହିପରି ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବାପରେ ଫ୍ରାନ୍ସର ଦୁଇ ଖେଳାଳି କ୍ଲିମେଣ୍ଟ ଟିମୋଥି ଓ ଲକ୍‍ଉଡ୍‍ ଭିକ୍ଟର ଦୀର୍ଘ ସମୟ ଧରି ପଡ଼ିଆ କଡ଼ରେ ବସି କାନ୍ଦିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

Leave A Reply