ପାଞ୍ଚ ବର୍ଷରେ ଆନ୍ଧ୍ରରେ ବନ୍ଦ ହେବ ସବୁ ପେଟ୍ରୋଲ ଓ ଡିଜେଲ ଗାଡ଼ି ପଞ୍ଜୀକରଣ

0

ଅମରାବତୀ : ଆନ୍ଧ୍ରପ୍ରଦେଶ ସରକାର ଆସନ୍ତା ୫ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ୧୦ଲକ୍ଷ ବିଦ୍ୟୁତ୍‌ଚାଳିତ ଯାନବାହନ ଚଳାଚଳ ସହ ସମସ୍ତ ଡିଜେଲ ଓ ପେଟ୍ରୋଲ ଯାନକୁ ନିଷେଧ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୨୦୨୪ସୁଦ୍ଧା ​ପେଟ୍ରୋଲ ଓ ଡିଜେଲ ଗାଡ଼ିର ପଞ୍ଜୀକରଣ ବନ୍ଦ କରାଯିବ ବୋଲି ଏଠାରେ ଆୟୋଜିତ ‘ଏନର୍ଜି ଇନୋଭେସନ୍‌ ସମ୍ମିଟ୍‌’ରେ ସେ କହିଛନ୍ତିି।

Leave A Reply