ଦେଶର ପ୍ରଥମ ଗୋପାଳନ ମନ୍ତ୍ରୀ ପରାଜିତ

0

ନୂଆଦିଲ୍ଲୀ: ଦେଶର ପ୍ରଥମ ଗୋପାଳନ ମନ୍ତ୍ରୀ ଓତ୍ତରାମ ଦେୱାସୀ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି। ସିରୋହି ଆସନରୁ ପୁନର୍ବାର ନିର୍ବାଚନ ଲଢ଼ି ସେ ସ୍ୱାଧୀନ ପ୍ରାର୍ଥୀ ସନ୍ୟାମ ଲୋଡ଼ାଙ୍କଠାରୁ ୧୦,୨୫୩ ଭୋଟରେ ହାରିଯାଇଛନ୍ତି। ରାଜସ୍ଥାନ ସରକାର ଗୋରୁଗାଈଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ୨୦୧୫ରେ ତାଙ୍କୁ ଗୋପାଳନ ବିଭାଗ ମନ୍ତ୍ରୀ ନିଯୁକ୍ତ କରି ଇତିହାସ ସୃଷ୍ଟି କରିଥିଲେ।

Leave A Reply