ତୀରନ୍ଦାଜୀରେ ଭାରତକୁ ରୌପ୍ୟ ପଦକ

0

ଜାକର୍ତ୍ତା: ତୀରନ୍ଦାଜୀ ଦଳଗତ ପ୍ରତିଯୋଗିତାରେ ଭାରତର ମହିଳା ତୀରନ୍ଦାଜୀମାନେ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି। ଫାଇନାଲ୍‍ ମ୍ୟାଚରେ ଭାରତୀୟ ଟିମ୍‍ କୋରିଆ ଟିମ୍‍ଠାରୁ ୨୨୮-୨୩୧ ପଏଣ୍ଟରେ ହାରିଯାଇଥିଲେ।

Leave A Reply