ଟ୍ରକ ଧକ୍କାରେ ଜଣେ ମୃତ

0

ବାଲେଶ୍ବର: ବାରିକପୁର ନିକଟରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକମାନେ ଅଡି ବସିଛନ୍ତି ।

 

Leave A Reply