ଭାରତର ଐତିହାସିକ ଟେଷ୍ଟ ସିରିଜ ବିଜୟ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ବିସିସିଆଇ ପକ୍ଷରୁ ୫କୋଟି ଟଙ୍କାର ବୋନସ ଘୋଷଣା

ନୂଆଦିଲ୍ଲୀ: ବ୍ରିସବେନ ଟେଷ୍ଟରେ ଭାରତ ବିଜୟ ହାସଲପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ବିଜୟ ପାଇଁ ମୁଁ ବହୁତ ଖୁସି ବୋଲି ଟ୍ବିଟ କରି ଜଣାଇଛନ୍ତି।

ସେହିପରି ଭାରତର ଏହି ସ୍ମରଣୀୟ ବିଜୟ ପାଇଁ ବିସିସିଆଇ ପକ୍ଷରୁ ୫କୋଟି ଟଙ୍କାର ବୋନସ ଦିଆଯିବା ନେଇ ବୋର୍ଡ ସମ୍ପାଦକ ଜୟ ଶାହା ଟ୍ବିଟ କରି ସୂଚନା ଦେଇଛନ୍ତି।

Comments are closed.