ଟିଟିଲାଗଡ : କେନ୍ଦ୍ର ସରକାରଙ୍କ ଗୋଳାବାରୁଦ କାରଖାନାକୁ ଘରୋଇ କରଣ ନିଷ୍ପତ୍ତିକୁ ବିରୋଧ କରି ବଲାଙ୍ଗୀର ଜିଲ୍ଲା ବଡମାଲ ଗୋଳାବାରୁଦ କାରଖାନା ଶ୍ରମିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ, କାରଖାନା ଗେଟ ସମ୍ମୁଖରେ ଧାରଣା

Comments are closed.