ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର

0

ରାଉରକେଲା: ରୋଷେଇ କରୁଥିବା ବେ​‌ଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଯି ବିନୋଦ କୁମାର ସାହା (୪୦) ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଏହି ଅଘଟଣା ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଗୁରୁଦ୍ବାର ରାସ୍ତା ନିକଟରେ ଘଟିଛି । ଗୁରୁତର ଅବସ୍ଥାରେ ପାଖ ପଡୋଶୀ ତାଙ୍କୁ ଉଦ୍ଧାର କରି ଆରଜିଏଚରେ ଭର୍ତ୍ତି କରିଛନ୍ତି ।

Leave A Reply