କୁଶଳି ନିର୍ମାଣ ଶ୍ରମିକଙ୍କୁ ଚେକ୍ ପ୍ରଦାନ

0

ବ୍ରହ୍ମପୁର: ଜିଲ୍ଲା ଶ୍ରମ କାର୍ୟ୍ୟାଳୟ ପକ୍ଷରୁ ଅନୁଷ୍ଠିତ ତାଲିମ ଶିବିରରେ ତାଲିମ ଗ୍ରହଣ କରିଥିବା କୁଶଳି ନିର୍ମାଣ ଶ୍ରମିକମାନଙ୍କ ଛତ୍ରପୁରଠାରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଚେକ୍ ପ୍ରଦାନ କରାଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ଶିବନାରାୟଣ ସାହୁଙ୍କ ସଂଯୋଜନାରେ ଗୌରୀଶଙ୍କର କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଛତ୍ରପୁର ବିଧାୟକ ଡା.ପ୍ରିୟାଂଶୁ ପ୍ରଧାନ ଓ ବ୍ଲକ ଚେୟାରମ୍ୟାନ ଧନଂଜୟ ରେଡ୍ଡି ଉପସ୍ଥିତ ରହି ୩୬୪ ଶ୍ରମିକଙ୍କୁ ଚେକ୍ ପ୍ରଦାନ କରିଛନ୍ତି ।

Leave A Reply