କଂଗ୍ରେସର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0

ଭବାନୀପାଟଣା : କଂଗ୍ରେସ ଦଳର ଦକ୍ଷିଣ ଓଡିଶା ବ୍ଲକ ଜୋନ ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ ନେଇ ଭବାନୀପାଟଣା ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଳାହାଣ୍ଡି ସମେତ ଦକ୍ଷିଣ ଜୋନ୍ ର ୯ଟି ଜିଲ୍ଲାର ଜୋନ ସ୍ଥରୀୟ ସଭାପତି ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଛନ୍ତି । ପ୍ରଦେଶ କଂଗ୍ରେସ କମିଟ ସଭାପତି ନିରଞନ ପଟ୍ଟନାୟକ, ଓଡ଼ିଆ ପ୍ରଭାରୀ ଅନିଲ ଚୈଉଧୂରୀ, ଏଆଇସିସି ପ୍ରଚାରକମିଟ ସଦସ୍ୟ ଭକ୍ନ ଦାଶ, ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଯୋଗଦେଇଥିଲେ ।

 

Leave A Reply