ଏସୀୟ କ୍ରୀଡାର ମହିଳା ୨୦୦ ମିଟର ଦୌଡର ଫାଇନାଲରେ ଦୂତି ଚାନ୍ଦ

0

ଜାକାର୍ତ୍ତା.- ଇଣ୍ଡୋନେସିଆର ଜାକାର୍ତ୍ତାରେ ଚାଲିଥିବା  ଏସୀୟ କ୍ରୀଡାର ମହିଳା ୨୦୦ ମିଟର ଦୌଡର ଫାଇନାରେ ଓଡିଆ ଝିଅ ଦୂତି ଚାନ୍ଦ ପହଞ୍ଚିଛନ୍ତି ।  ଯୋଗ୍ୟତା ପର୍ଯ୍ୟାୟରୁ ସେମିଫାଇନଲ୍‌କୁ ଉନ୍ନୀତ ହେବା ପରେ ସେ ସେମିଫାଇନଲ୍‌ରେ ଏହି ଦୂରତା ଅତିକ୍ରମ କରିବା ପାଇଁ ୨୩  ସେକେଣ୍ଡ ସମୟ ନେଇଥିଲେ ।

ଦୂତି ଚାନ୍ଦ ୧୦୦ ମିଟରର ଫାଇନାଲରେ ରୌପ୍ୟ ପଦକ ଜିତିଥିଲେ । ୨୦୦ ମିଟର ଫାଇନାଲରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରିଛନ୍ତି ।

Leave A Reply