ଆନ୍ଧ୍ର ମନ୍ତ୍ରୀଙ୍କ ଶିକ୍ଷାନୁଷ୍ଠାନ ଉପରେ ଆୟକର ଚଢ଼ଉ

0

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ନଗର ଉନ୍ନୟନ ମନ୍ତ୍ରୀ ପୋଙ୍ଗୁରୁ ନାରାୟଣାଙ୍କ ମାଲିକାନାରେ ଥିବା କେତେକ ସ୍କୁଲ୍‍ ଓ କଲେଜ୍‍ ଉପରେ ଶୁକ୍ରବାର ସକାଳୁ ଆୟକର ବିଭାଗର ଅଧିକାରୀମାନେ ଚଢ଼ଉ କରିଛନ୍ତି। ନାରାୟଣାଙ୍କ ଦ୍ୱାରା ପରିଚାଳିତ ନାରାୟଣା ଗ୍ରୁପ୍‍ ଅଧୀନରେ ପ୍ରାୟ ୨୦୦ ସ୍କୁଲ୍‍, ୪୦୦ ଜୁନିୟର କଲେଜ୍‍ ଓ ୨୫ଟି ବୈଷୟିକ କଲେଜ୍‍ ଚାଲୁଛି। ଆୟକର ଚଢ଼ଉ ଖବରକୁ ନାରାୟଣା ଅସ୍ୱୀକାର କରିଛନ୍ତି।

Leave A Reply