ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ବିରଳ ଅଣ୍ଡାଦାନ

0

ବ୍ରହ୍ମପୁର: ଋଷିକୂଲ୍ୟା ମୁହାଣରେ ଆଜି ୫ ହଜାରରୁ ଅଧିକ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛ ଗଣଅଣ୍ଡା ଦାନ କରିବା ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଅଲିଭ ରିଡ଼ଲେ କଇଁଛ ଫେବୃଆରୀ ମାସରେ ଅଣ୍ଡାଦାନ କରିଥାନ୍ତି ଓ ଏପ୍ରିଲ ମାସରେ ବର୍ତ୍ତମାନ ସମୟରେ ଅଣ୍ଡାରୁ ଛୁଆ ଫୁଟି ବହାରିଥାନ୍ତି। ତେବେ ବର୍ତ୍ତମାନ ଗୋଖରକୁଦା ଠାରୁ ପୋଡ଼ମପେଟା ପର୍ଯ୍ୟନ୍ତ ବେଳାଭୂମିରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଏଭଳି ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply