ବିଶୃଙ୍ଖଳା ଆଚରଣ ପାଇଁ ୮ ସାଂସଦ ରାଜ୍ୟସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ବିଶୃଙ୍ଖଳା ଆଚରଣ ପାଇଁ ରାଜ୍ୟ ସଭାରୁ ୮ ସାଂସଦ ନିଳମ୍ବିତ ହୋଇଛନ୍ତି । କୃଷି ବିଲ ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ କରି ନିଳମ୍ବିତ ହୋଇଛନ୍ତି । ରାଜ୍ୟସଭାର ମତ ଲୋଡି ରାଜ୍ୟସଭାର ଉଧ୍ୟକ୍ଷ ଉକ୍ତ ୮ ସାଂସଦଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ନିଳମ୍ବିତ କରିଛନ୍ତି।

କୃଷି ବିଲ ଆଲୋଚନାରେ ହଙ୍ଗାମା କରିଥିବା ସାଂସଦମାନେ ହେଲେ ଡେରିକ ଓ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରିପୁନ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ, ଏଲାମରମ କରିମ

Comments are closed.