୬ ଅପରାଧୀ ଗିରଫ: ୯୦ ହଜାର ଜବତ

0

ବରଗଡ: ପଦ୍ମପୁର ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ୬ଜଣ ଅପରାଧୀଙ୍କୁ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ କପାଟି ଗ୍ରାମରୁ ୬ଜଣ ଅପରାଧୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୯୦,୬୧୦ଟଙ୍କା ଜବତ ହୋଇଛି।
ଗିରଫ ହୋଇଥିବା ଅପରାଧୀ ହେଲେ ଇଲାରିରାମ ପଟେଲ, ମୀନକେତନ ପଟେଲ, ବିମଲ ତାଣ୍ଡି, ନିଲେସିଆର ସାହୁ, ସୁରେଶ ଚନ୍ଦ୍ର ଲୁହାର, ଗିଲାମ୍ବିିରା ବାଗ। ପଦ୍ମପୁର ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply