୨ ଭଉଣୀଙ୍କ ସଲିଳ ସମାଧି

0

ମାଲକାନଗିରି : ମାଥିଲି ଥାନା ଅନ୍ତର୍ଗତ ନୂଆଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ଘରର ପଛ ପାଖରେ ହୋଇଥବା ଏକ ଗାତରେ ୨ ଭଉଣୀ ବୁଡ଼ିଯାଇଛନ୍ତି। ସୂଚନା ଅନୁଯାୟୀ , ଶୁକ୍ରବାର ସକାଳେ ୨ ଭଉଣୀ ଘର ପାଖରେ ଖେଳୁଥିଲେ। ଖେଳୁଥିବା ଅବସ୍ଥାରେ ୨ ଜଣ ଗାତରେ ବୁଡ଼ିଯାଇଥିଲେ। ଏହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଘଟିବା ପରେ ଗ୍ରାମରେ ଏକ ଦୁଃଖଦ ବାତାବରଣ ଖେଳିଯାଇଛି।

Leave A Reply