ସ୍ୱାଧୀନତା ସଂଗ୍ରାମ ସମୟର ୧୦ଟି ଲୋକପ୍ରିୟ ସ୍ଲୋଗାନ୍‌

0

ସ୍ୱତନ୍ତ୍ରତା ଏପରି ଏକ ପରିଭାଷା ଯାହା ଅତୁଳନୀୟ ଅଟେ। ଏହି ସ୍ୱାଧୀନତା ସହଜରେ ପ୍ରାପ୍ତି ହୋଇଥାଏ। ଏଥିପାଇଁ ବହୁ କଷ୍ଟ ପଥ ଦେଇ ଯିବାକୁ ପଡ଼ିଥାଏ। ବହୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏହି ସଂଘର୍ଷ ସମୟରେ ବହୁ ବାଧା ବିଘ୍ନ ଦେଇ ଅତିକ୍ରମ କରିବାକୁ ପଡ଼ିଥାଏ। ଇଂରେଜ ହାତରୁ  ନିଜ ଦେଶକୁ ମୁକୁଳାଇବା ନିମନ୍ତେ ବହୁ ସ୍ୱାଧୀନତା ସଂଗ୍ରାମୀମାନେ ନିଜର ପ୍ରାଣବଳି ଦେଇଥିଲେ, ବହୁ ତ୍ୟାଗ ମଧ୍ୟ କରିଥିଲେ। ସେତେବେଳେ ମହାନ ବ୍ୟକ୍ତି ମାନେ ସେହି ସଂଗ୍ରାମ ସମୟରେ ବହୁ ଏହରି ବାକ୍ୟର ବ୍ୟବହାର କରିଥିଲେ ଯାହା ସେହି ସମୟରେ ଦେଶ ବାସୀଙ୍କ ମନରେ ସାହସ ସଂଞ୍ଚାର କରିଥିଲା ଓ ଇଂରେଜ ମାନଙ୍କ ସହ ଲଢିବା ନିମନ୍ତେ ସାହସ ଦେଇଥିଲା।ତାହା  ଆଜି ପ୍ରମୁଖ ସ୍ଲୋଗାନ ସାଜିଛି। ସେହି ମହାନ ବ୍ୟକ୍ତିଙ୍କ ମୁଖ ନିସୃତ ବାଣୀକୁ ଆସନ୍ତୁ ଜାଣିବା ……………………..

ସୁବାଷ ଚନ୍ଦ୍ର ବୋଷ – ‘ଜୟ ହିନ୍ଦ୍‍’।

ବାଲ୍‍ ଗଙ୍ଗାଧର ତିଲକ – ‘ସ୍ୱରାଜ ମୋର ଜନ୍ମଗତ ଅଧିମାର ଓ ମୁଁ ଏହାକୁ ନିଶ୍ଚୟ ହାସଲ କରିବି’।

ବିସ୍‌ମିଲ ଅଜୀମାବାଦୀ – ‘ସରଫୋରୋସି କି ତମନା ଅବ ମେରେ ଦିଲ୍‍ ମେ ହେଁ’।

ପଣ୍ଡିତ ମଦନ ମୋହନ ମାଲବ୍ୟ– ‘ସତ୍ୟମେବ ଜୟତେ’।

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧାୟ – ‘ବନ୍ଦେ ମାତରମ’।

ପଣ୍ଡିତ ଜବାହର ଲାଲ ନେହେରୁ – ‘ଆରାମ ହାରାମ ହେ’।

ମହାତ୍ମା ଗାନ୍ଧୀ – ‘ଭାରତ ଛାଡ଼’, କର ବା ମର ।

ଭଗତ ସିଂ – ‘ଇନ୍‍ କିଲାବ୍‌ ଜିନ୍ଦାବାଦ’

ଚନ୍ଦ୍ର ଶେଖର ଆଜାଦ – ‘ଦୁଶ୍‍ମନ୍‍ କି ଗଲିଓକା ହମ ସାମନା କରଙ୍ଗେ, ଆଜାଦ ହିଁ ରହେ ହେଁ ଆଜାଦ ହିଁ ରହେଙ୍ଗେ’।

Leave A Reply