ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ

0

ରାଉରକେଲା: ସେକ୍ଟର ୮ ସ୍ଥିତ ଏକ ଘରୁ ଜଣେ ଆରଏସପି ଇଂଜିନିୟରଙ୍କ ମୃତଦେହ ପୁଲିସ ଜବତ କରିଛି । ମୃତକଙ୍କ ନାମ ଆଶିଷ ତୁଡି ଓ ସେ ଝାରଖଣ୍ଡର ବୋଲି ଜଣାପଡିଛି । ବୈବାହିକ କଳହ କାରଣରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply