ମାସ୍କ କଟକଣା ମାନୁ ନଥିବା ଅମାନିଆଙ୍କ ଉପରେ ଜରିମାନା ଲଗାଯାଉଥିବା ବେଳେ ଖୋଦ୍‍ ଟିଟିଲାଗଡ ବିଡିଓ ପ୍ରେମଲାଲ ହିଆଲ୍‍ ମୁହଁରେ ମାସ୍କ ପିନ୍ଧି ନଥିବାର ଫଟୋ ଏବେ ସର୍ବସାଧାରଣରେ ଘୁରି ବୁଲୁଛି।

Comments are closed.