ମାର୍କେଟରେ ଅଗ୍ନିକାଣ୍ଡ

0

ବ୍ରହ୍ମପୁର: ସିଟି ବସଷ୍ଟାଣ୍ଡ ନିକଟରେ ଥିବା ବିଡିଏ ମାର୍କେଟ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ଏକ ଔଷଧ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି। ପଶୁପକ୍ଷୀଙ୍କ ନିମନ୍ତେ ଉଦ୍ଦିଷ୍ଟ ସାଗର ଫାର୍ମାସ୍ୟୁଟିକାଲ ନାମକ ଏକ ଔଷଧ ଦୋକାନରୁ ଅଗ୍ନିକାଣ୍ହ ଘଟିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ନଷ୍ଟ ହୋଇଯାଇଥିଲା। ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।

Leave A Reply