ମାଡ ମାରି ସାଢେ ୩ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

0

ଖୋର୍ଦ୍ଧା: ଖୋର୍ଦ୍ଧା ନହସିଲ କାର୍ଯ୍ୟାଳୟ ନିକଟରେ ମାଡ ମାରି ଦୁର୍ବୃତ୍ତମାନେ ସାଢେ ୩ ଲକ୍ଷ ଟଙ୍କା ଲୁଟି ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କରୁ ଟଙ୍କା ନେଇ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ପ୍ରଥମେ ଧକ୍କା ମାରିଥିଲେ ଓ ପରେ ମାଡ ମାରି ତାଙ୍କ ଠାରୁ ଟଙ୍କା ଛଡାଇ ନେଇ ଚମ୍ପଟ ମାରିଥିଲେ ବୋଲି ଅଭିଯୋଗ ହୋଇଛି ।

Leave A Reply