ଭିଜିଲାନ୍ସ ହାତରେ ଧରା ପଡିଲେ ସ୍ୱାସ୍ଥ୍ୟକର୍ମୀ

0

କଟକ: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସିଏମସି ସ୍ୱାସ୍ଥ୍ୟକର୍ମୀ। ସ୍ୱାସ୍ଥ୍ୟକର୍ମୀଙ୍କ ନାମ ସୁନୀଲ ଦାସ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଜେରା କରୁଛି। ସୁନୀଲଙ୍କ କନିକା ଛକ ସ୍ଥିତ ବାସଭବନରେ ଭିଜିଲାନ୍ସ କର୍ମଚାରୀମାନେ ଚଡାଉ କରାଯାଇଛି। ଏହା ସହିତ ସୁନୀଲଙ୍କ ସିଏମସି ବିକାଶ ଭବନସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଚଡାଉ କରାଯାଇଛି।

Leave A Reply