ବିଏସଏନଏଲର ରାଖୀ ଅଫର

0

ନୂଆଦିଲ୍ଲୀ: ଟେଲିକମ୍‍ କ୍ଷେତ୍ରରେ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ବିଏସଏନଏଲ ପକ୍ଷରୁ ରାଖୀ ପାଇଁ ସ୍ୱତନ୍ତ୍ର ଅଫର ଦିଆଯାଇଛି। ମାତ୍ର ୩୯୯ଟଙ୍କାରେ ୭୪ଦିନ ପାଇଁ ବିଏସଏନଏଲର ସମସ୍ତ ସେବା ମାଗଣା ଘୋଷଣା କରିଛି କମ୍ପାନୀ। ତେବେ ବିଏସଏନଏଲର ଏହି ସେବା କେବଳ ଦିଲ୍ଲୀ ଓ ମୁମ୍ବଇରେ ସୀମିତ ରଖାଯାଇଛି। ଅଗଷ୍ଟ ୨୬ ରାଖୀ ପୂର୍ଣ୍ଣିମା ଅବସରରେ ଏହି ଅଫରକୁ ଲୋକାର୍ପିତ କରାଯିବ।

Leave A Reply