ନବବଧୂକୁ ହତ୍ୟା ଅଭିଯୋଗ

0

ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଳକର ବଉଳ ଝୋଳି ଗାଁର ବିଷୋୟୀ ସାହିରେ ନବବଧୂକୁ ହତ୍ୟା କରାଯାଇ ଥିବା ଅଭିଯୋଗ ହୋଇଛି । ସ୍ବାମୀ ନଥିବା ଅବସ୍ଥାରେ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବଧୂ ନାମ ହେଲା ମନିଷା ବିଷୋୟୀ ଓ ତାଙ୍କ ସ୍ୱାମୀ ଭାଗିରଥୀ ବିଶୋୟୀ ବୋଲି ଜଣାପଡିଛି ।

Comments
Loading...