ଟାଇମ୍ସ ପତ୍ରିକାର ପ୍ରଭାବଶାଳୀ କିଶୋର ତାଲିକାରେ ୩ ଭାରତୀୟ

0

ହୋଷ୍ଟନ : ଟାଇମ୍ସ ପତ୍ରିକା ପକ୍ଷରୁ ପ୍ରକାଶିତ ୨୦୧୮ ବର୍ଷର ପ୍ରଭାବଶାଳୀ କିଶୋର ତାଲିକାରେ ତିନି ଜଣ ଭାରତୀୟ ଜନ୍ମିତ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ତାଲିକାରେ ସ୍ଥାନ ପାଇଥିବା ଭାରତୀୟ ଜନ୍ମିତ ଛାତ୍ରଛାତ୍ରୀ ହେଲେ ଭାରତୀୟ-ଆମେରିକୀୟ କାବ୍ୟା କୋପ୍ପାରାପୁ, ରିଷବ ଜୈନ ଏବଂ ବ୍ରିଟିଶ-ଆମେରିକୀୟ ଅମିକା ଜୈନ। ବିଶ୍ବବ୍ୟାପୀ କିଶୋରମାନଙ୍କୁ ପ୍ରଭାବିତ କରିବାରେ ଏହି କିଶୋରମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଥିବା ପତ୍ରିକା ପକ୍ଷରୁ କୁହାଯାଇଛି।

Leave A Reply