ଗଞ୍ଜାମ କଳାକାର ଦଳର ସୁରତ ଯାତ୍ରା

0

ଗଂଜାମ: ଗଂଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ବି. କୈବଲ୍ୟ ରେଡ୍ଡୀ ଆସନ୍ତା ସେପ୍ଟେମ୍ବର ମାସ ୨/୩ ତାରିଖରେ ସୁରତରେ ଥିବା ଓଡିଶା ପରବରେ ଯୋଗ ଦେବାକୁ ଯାଉଛନ୍ତି । ଗଂଜାମର ଏହି ଲୋକ ନୃତ୍ୟ, ସାପୁଆ, ସାପୁଆନୀ, କାଳୀ ମୁଖୀ, ଜ୍ୱାଳାମୁଖୀ, ଭାଲୁ ନୃତ୍ୟ ପରିବେଷଣ କରିବାର କାର୍ୟ୍ୟକ୍ରମ ରହିଛି । ବି. ସୁରେନ୍ଦ୍ର ରେଡ୍ଡୀ, ବି. ସାଇ ରେଡ୍ଡୀ, କହ୍ନେଇ ରେଡ୍ଡୀ, ବିଜୁ ରେଡ୍ଡୀ, କେ. ବାଳିଆ ରେଡ୍ଡୀ, କ୍ରିଷ୍ଣା ରେଡ୍ଡୀ, ଟି. ରଘୁନାଥ ରେଡ୍ଡୀ, କେ. ଗୌରାଙ୍ଗ ରେଡ୍ଡୀ ଏକ ଦଳ ସେପ୍ଟେମ୍ବର ମାସ ୨/୩ରେ ଯୋଗଦେଇ ମଞ୍ଚରେ କଳା ପରିବେଷଣ କରିବେ ।

Leave A Reply