କିକି ବର୍ଟନ୍‌ସ ଚମ୍ପିଆନ

0

ସେଣ୍ଟ୍‌ ପିଟର୍ସବର୍ଗ: ନେଦରଲାଣ୍ଡ୍‌ସର କିକି ବର୍ଟନ୍‌ସ ଏଠାରେ ଆୟୋଜିତ ସେଣ୍ଟ୍‌ ପିଟର୍ସବର୍ଗ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୨ୟ ସିଡ୍‌ ବର୍ଟନ୍‌ସ ୭-୬, ୬-୪ ସେଟ୍‌ରେ କ୍ରୋଏସିଆର ଡୋନା ଭେକିକ୍‌ଙ୍କୁ ପରାସ୍ତ କରିଛନ୍ତି।

Leave A Reply