୧୯୯୫ ତନ୍ଦୁର ହତ୍ୟାକାଣ୍ଡ: ଦୋଷୀ ସୁଶୀଲକୁ ମୁକ୍ତ କରିବାକୁ ନିର୍ଦେଶ

0

ନୂଆଦିଲ୍ଲୀ : ପତ୍ନୀକୁ ହତ୍ୟା କରି ତନ୍ଦୁର ଭାଟିରେ ପୋଡିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ଭୋଗୁଥିବା ସ୍ବାମୀ ସୁଶୀଲ ଶର୍ମାଙ୍କୁ ମୁକ୍ତ କରିବା ଲାଗି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ୧୯୯୫ରେ ଘଟିଥିବା ଏହି ହତ୍ୟାକାଣ୍ଡ ‘ତନ୍ଦୁର ହତ୍ୟାକାଣ୍ଡ’ ନାମରେ ପରିଚିତ। ସୁଶୀଲ ତାଙ୍କ ପତ୍ନୀ ନୈନା ସାହାନିଙ୍କୁ ହତ୍ୟା କରିବା ପରେ ମୃତଦେହକୁ କାଟି ଖଣ୍ଡ ଖଣ୍ଡ କରି ତନ୍ଦୁର ଭାଟିରେ ପୋଡି ଦେଇଥିଲେ।

Leave A Reply