ୟୁଏସ୍‍ ଓପନ୍‍: ସେରେନାଙ୍କୁ ହରାଇ ଓସାକା ଜିତିଲେ ଟାଇଟଲ୍‍

0

ନ୍ୟୁୟର୍କ: ସେରେନା ୱିଲିୟମ୍‍ସଙ୍କୁ ହରାଇ ଜାପାନ୍‍ର ନାଓମି ଓସାକା ୟୁଏସ୍‍ ଓପନ୍‍ ଟାଇଟଲ୍‍ ହାସଲ କରିଛନ୍ତି। ଓସାକା ସେରେନାଙ୍କୁ ସିଧାସଳଖ ୬-୨, ୬-୪ ସେଟ୍‍ରେ ହରାଇ ଜାପାନ୍‍ର ପ୍ରଥମ ମହିଳା ଭାବେ ଏହି ଗୌରବ ଲାଭ କରିଛନ୍ତି। ଅପରପକ୍ଷରେ ୨୩ ଗ୍ରାଣ୍ଡସ୍ଲାମ୍‍ ଟାଇଟଲ୍‍ ଜିତିଥିବା ସେରେନା ରନର୍ସ ଅପ୍‍ରେ ସନ୍ତୁଷ୍ଟ ହୋଇଛନ୍ତି।

Leave A Reply