ହାତୀଙ୍କ ଉପଦ୍ରବ

0

ବାରିପଦା : ବେତନଟି ରେଞ୍ଜ କୁସୁଡ଼ିହା ଜଙ୍ଗଲରେ ହାତୀପଲ ମାତିଛନ୍ତି। ହାତୀପଲରେ ପ୍ରାୟ ୬୦ଟି ହାତୀ ଅଛନ୍ତି। ବଡ଼ାମ୍ବପୁରରେ ୬ଟି ଘର ଭାଙ୍ଗି ଦେଇଛନ୍ତି। ହାତୀଙ୍କୁ ଘଉଡ଼ାଇବା ପାଇଁ ବଡ଼ାମ୍ବପୁର ଗାଁ ଲୋକେ ରାସ୍ତାରୋକ କରିଛନ୍ତି ବୋଲି ସୂଚନା ମିଳିଛି।

Leave A Reply