ସଡକ ଦୁର୍ଘଟଣାରେ ହାବିଲଦାର୍‌ ମୃତ

0

`ବଡବିଲ: ଯାଜପୁର କଲିଙ୍ଗ ନଗରରେ ଡମ୍ପର ଧକ୍କାରେ ଜଣେ ହାବିଲଦାର୍‌ଙ୍କର ମୃତ୍ୟୁ ହୋଇଛି । ବଡବିଲ କଳିଙ୍ଗନଗର ଆଉଟପୋଷ୍ଟର ହାବିଲ୍‌ଦାର ହୃଷିକେଶ ବେହେରାଙ୍କୁ ଏକ ଡମ୍ପର ଧକ୍କା ଦେଇଥିଲା । ଡମ୍ପରର ପଛଚକା ତାଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।

Leave A Reply