ରାଫେଲ ମାମଲା ଚାଲିବ କି’ ନାହିଁ ! ସୁପ୍ରିମ କୋର୍ଟରେ ରାୟ ସଂରକ୍ଷିତ

0

ନୂଆଦିଲ୍ଲୀ: ଦିନ ତମାମ ରାଫେଲକୁ ନେଇ ସୁପ୍ରିମ କୋର୍ଟରେ ଶୁଣାଣି ପରେ ଆଜି ଉକ୍ତ ମାମଲାର ରାୟକୁ ସଂରକ୍ଷିତ ରଖାଯାଇଛି। ସୁପ୍ରିମ କୋର୍ଟରେ ରାଫେଲର ମୂଲ୍ୟ ଓ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇ ଆବେଦନ କରାଯାଇ ଥିଲା। ଆଜି ଦିବସ ବ୍ୟାପୀ ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପିଠ ରାୟକୁ ସଂରକ୍ଷିତ ରଖିଛନ୍ତି। ରାଫେଲ ମାମଲା ଆଗାମୀ ଦିନରେ ସୁପ୍ରିମ କୋର୍ଟରେ ଶୁଣାଣି ହେବ କି ନାହିଁ ଏହାକୁ ନେଇ ରାୟ ପ୍ରଦାନ କରିବେ ସୁପ୍ରିମ କୋର୍ଟ।

Leave A Reply